www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡ଼ିଓ; ଅଚାନକ ଘରେ ପଶିଗଲା କୁମ୍ଭୀର, ଆଉ ତା’ପରେ…

ସମାଜ ଡିଜିଟାଲ ଡେସ୍କ: ରାତିରେ ଅଚାନକ ଘରେ ପଶିଗଲା ବିରାଟ କୁମ୍ଭୀର। ଘରେ ଖଟିଆରେ ଶୋଇଥିବା ମହିଳା ଜଣଙ୍କ କୁମ୍ଭୀରକୁ ଦେଖି ଚିତ୍କାର କରିବାକୁ ଲାଗିଲେ। ଉତ୍ତରପ୍ରଦେଶର ବହରାଇଚ୍‌‌ ଜିଲାରୁ ଆସିଛି ଏଭଳି ଭିଡ଼ିଓ। ଏଠାରେ ଜଣେ ମହିଳା ଖଟିଆରେ ଶୋଇଥିବା ବେଳେ ହଠାତ ଖଟିଆ ହଲିବାକୁ ଲାଗିଥିଲା। ମହିଳା ଜଣଙ୍କ ଉଠିପଡ଼ି ଦେଖିଲେ ଯେ କୁମ୍ଭୀରଟି ଆସି ଖଟିଆକୁ ଧକ୍କା ଦେଇଥିଲା। ଏହାପରେ ସେ ଚିତ୍କାର କରି ଅନ୍ୟମାନଙ୍କୁ ଡାକିବାରୁ ତିନିରୁ ୪ଜଣ ସଦସ୍ୟ କୁମ୍ଭୀରକୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ।

 

View this post on Instagram

 

A post shared by Aaj Tak (@aajtak)

 

ପାହାଡ ମଝିରେ ଫଶିଥିଲା ହାତୀ ! ଏମିତି ହେଲା ଉଦ୍ଧାର, ଭିଡ଼ିଓ ଭାଇରାଲ

- Advertisement -

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories