ଦେଖନ୍ତୁ ଭିଡ଼ିଓ; ଅଚାନକ ଘରେ ପଶିଗଲା କୁମ୍ଭୀର, ଆଉ ତା’ପରେ…

ସମାଜ ଡିଜିଟାଲ ଡେସ୍କ: ରାତିରେ ଅଚାନକ ଘରେ ପଶିଗଲା ବିରାଟ କୁମ୍ଭୀର। ଘରେ ଖଟିଆରେ ଶୋଇଥିବା ମହିଳା ଜଣଙ୍କ କୁମ୍ଭୀରକୁ ଦେଖି ଚିତ୍କାର କରିବାକୁ ଲାଗିଲେ। ଉତ୍ତରପ୍ରଦେଶର ବହରାଇଚ୍‌‌ ଜିଲାରୁ ଆସିଛି ଏଭଳି ଭିଡ଼ିଓ। ଏଠାରେ ଜଣେ ମହିଳା ଖଟିଆରେ ଶୋଇଥିବା ବେଳେ ହଠାତ ଖଟିଆ ହଲିବାକୁ ଲାଗିଥିଲା। ମହିଳା ଜଣଙ୍କ ଉଠିପଡ଼ି ଦେଖିଲେ ଯେ କୁମ୍ଭୀରଟି ଆସି ଖଟିଆକୁ ଧକ୍କା ଦେଇଥିଲା। ଏହାପରେ ସେ ଚିତ୍କାର କରି ଅନ୍ୟମାନଙ୍କୁ ଡାକିବାରୁ ତିନିରୁ ୪ଜଣ ସଦସ୍ୟ କୁମ୍ଭୀରକୁ … Continue reading ଦେଖନ୍ତୁ ଭିଡ଼ିଓ; ଅଚାନକ ଘରେ ପଶିଗଲା କୁମ୍ଭୀର, ଆଉ ତା’ପରେ…