www.samajalive.in
Monday, December 8, 2025
20.1 C
Bhubaneswar

ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ କ୍ଷୀରି

ଆବଶ୍ୟକ ସାମଗ୍ରୀ:
ଚିନି- ଆବଶ୍ୟକ ପରିମାଣରେ
କ୍ଷୀର- ୧ଲିଟର
ଚାଉଳ
କାଜୁ,କିସମିସ
କେସର
ଗୁଜୁରାତି
ଘିଅ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଚାଉଳକୁ ଧୋଇ ୩ କପ ପାଣିରେ ୧ଘଣ୍ଟା ଭିଜେଇ ରଖନ୍ତୁ। ତାପରେ ଏକ ଛୋଟ ପାତ୍ରରେ ୨ଚାମଚ କ୍ଷୀରରେ କେସର ଭିଜେଇ ଦିଅନ୍ତୁ। ଗ୍ୟାସରେ ଗୋଟିଏ ବଡ଼ ପାତ୍ରରେ କ୍ଷୀରକୁ ଗାଢ ହେବ ପର୍ଯ୍ୟନ୍ତ ଫୁଟାନ୍ତୁ। କ୍ଷୀରରେ ଭିଜେଇ ଥିବା ଚାଉଳ ଓ ଚିନି ପକାଇ ୧୫ ମିନିଟ ଫୁଟାନ୍ତୁ। ତାପରେ ସେଥିରେ ଗୁଜୁରାତି, କେସର ମିଶ୍ରିତ କ୍ଷୀର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ୫ମିନିଟ ପର୍ଯ୍ୟନ୍ତ ମିଶ୍ରଣକୁ ଗ୍ୟାସରେ ରଖନ୍ତୁ। ଗୋଟିଏ ପାତ୍ରରେ ଅଳ୍ପ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲା ପରେ କାଜୁ, କିସମିସ ପକାଇ ଭାଜନ୍ତୁ। ତାକୁ କ୍ଷୀରିରେ ପକାଇ ଭଲ ଭାବରେ ଘାଣ୍ଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କେସର କ୍ଷୀରି ।

ଗଣେଶ ପୂଜାରୁ ସେପ୍ଟେମ୍ବରର ୨ୟ ସପ୍ତାହ; ୧୨ ରାଶି ଉପରେ ପ୍ରଭାବ, ୪ ରାଶିଙ୍କ ଉପରେ ହେବ ଧନ ବର୍ଷା..

ଦେଖନ୍ତୁ ଭିଡିଓ; ଶିଶୁ ସହ କେମିତି ଖେଳୁଛି ବାଘ

- Advertisement -

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories