Patra electronics

ଦେଖନ୍ତୁ ଭିଡିଓ; ଶିଶୁ ସହ କେମିତି ଖେଳୁଛି ବାଘ

ନୂଆଦିଲ୍ଲୀ : ବାଘକୁ ଦେଖି ଯେ କେହି ଭୟଭୀତ ହେବା ସାଧାରଣ କଥା । ମାତ୍ର ନିକଟରେ ବାଘର ଓ ଛୋଟ ଛୁଆର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ଶିଶୁ ବାଘ ସହ ମଜାରେ ଖେଳୁଥିବା ଦେଖାଯାଉଛି । ଶିଶୁଟି ଯେପରି ଖେଳୁଛି, ବାଘ ମଧ୍ୟ ସେପରି ଖେଳୁଛି ।

ଗଣେଶ ପୂଜାରୁ ସେପ୍ଟେମ୍ବରର ୨ୟ ସପ୍ତାହ; ୧୨ ରାଶି ଉପରେ ପ୍ରଭାବ, ୪ ରାଶିଙ୍କ ଉପରେ ହେବ ଧନ ବର୍ଷା..


ଭିଡିଓଟି ଚୀନର ଏକ ଚିଡିଆଖାନାର । ଭିଡିଓରେ ଦେଖିପାରିବେ, ଗୋଟିଏ ବାଘ ନିଜ ଖୁଆଡରେ ଥିବା ବେଳେ ପିଲାଟି ବାହାରେ ରହିଛି । ମାତ୍ର ପିଲାଟି ଯେପରି ବାଘ ସହ ଖେଳୁଛି, ବାଘ ମଧ୍ୟ ଖେଳୁଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ବଦଳିବ ଭାଗ୍ୟ, ହୀରା ଭଳି ଚମକିବ, ଗଣେଶ ଚତୁର୍ଥୀରେ ରାଶି ଅନୁଯାୟୀ ଏହି ଉପାୟରେ ମିଳିବ ସଫଳତା..

Comments are closed.