www.samajalive.in
Monday, December 8, 2025
14.1 C
Bhubaneswar

ଗଣେଶ ପୂଜାରୁ ସେପ୍ଟେମ୍ବରର ୨ୟ ସପ୍ତାହ; ୧୨ ରାଶି ଉପରେ ପ୍ରଭାବ, ୪ ରାଶିଙ୍କ ଉପରେ ହେବ ଧନ ବର୍ଷା..

ସେପ୍ଟେମ୍ବର ୨୦୨୪ର ୨ୟ ସପ୍ତାହରେ ପ୍ରଭୁ ଗଣେଶଙ୍କ ବିଶେଷ କୃପା ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ ।୭ ରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଗଣେଶ ଉତ୍ସବ ଲାଗି ରହିବ । ଏହି ୨ୟ ସପ୍ତାହରେ ୪ ରାଶି ବ୍ୟକ୍ତି ବିଶେଷଙ୍କ ନୂଆ ଚାକିରି, ଉନ୍ନତି, ଧନସମ୍ପତ୍ତି ବୃଦ୍ଧି ଓ ସୁଖସମୃଦ୍ଧି ଦ୍ୱିଗୁଣିତ ହେବ । ଏହାସହ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ କି ପ୍ରଭାବ ପଡିବ ଜାଣନ୍ତୁ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କର କର୍ମକ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବା ସହ ସରକାରୀ ଚାକିରି କରୁଥିବା ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ ।

- Advertisement -

ବୃଷ – ଆୟର ନୂଆ ସ୍ରୋତ ସାମ୍ନାକୁ ଆସିବ । କଳାକ୍ଷେତ୍ର ସହ ଜଡିତ ଲୋକେ ଲାଭବାନ୍‌ ହେବେ । ସମ୍ପତ୍ତି ଜନିତ ସମସ୍ୟା ଆସିପାରେ ।

ବଦଳିବ ଭାଗ୍ୟ, ହୀରା ଭଳି ଚମକିବ, ଗଣେଶ ଚତୁର୍ଥୀରେ ରାଶି ଅନୁଯାୟୀ ଏହି ଉପାୟରେ ମିଳିବ ସଫଳତା..

ମିଥୁନ – କର୍ମକ୍ଷେତ୍ରରେ ଉପଲବ୍ଧି ହାସଲ କରିବା ସହ ବ୍ୟବସାୟୀ ଖୁବ୍‌ ଲାଭବାନ୍‌ ହେବେ । ସଫଳତା ମିଳିବ । ବିଦେଶରେ କାମ କରୁଥିବା ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ ।

କର୍କଟ – କର୍କଟ ରାଶି ବ୍ୟକ୍ତି ବିଶେଷ ଅନେକ ଜିନିଷ କିଣାକିଣି କରିବେ । ବ୍ୟବସାୟ କ୍ଷେତ୍ରରେ ଯାତ୍ରାର କରିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇପାରେ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ପଦନ୍ନୋତି ମିଳିବ । ବ୍ୟବସାୟରେ ଲାଭ ହେବ । ଭ୍ରମଣ ପାଇଁ ଧନ ଖର୍ଚ୍ଚ ହୋଇପାରେ ।

କନ୍ୟା – ଚାକିରି କରିଥିବା ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ । ନୂଆ ଚାକିରିର ଯୋଗ ରହିଛି । ବିଦେଶ ଯାତ୍ରା ପାଇଁ ଧନ ଖର୍ଚ୍ଚ ହୋଇପାରେ ।

୧୦ ଯାଏଁ ପ୍ରବଳ ବର୍ଷିବ; ଆଜି ଏହି ୨୨ ଜିଲାକୁ ସତର୍କ ସୂଚନା ଜାରି..

ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଯାନ କିଣିବାର ଯୋଗ ରହିଛି । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆୟର ସ୍ରୋତ ବୃଦ୍ଧି ହେବ ।ଧନ ଲାଭ ହେବ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଧନ ଲାଭ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ଚାକିରିରେ ପଦନ୍ନୋତି ହୋଇପାରେ ।

ଧନୁ – ଧନ ଲାଭର ଯୋଗ ରହିଛି । ମାତ୍ର ଖର୍ଚ୍ଚାନ୍ତ ହୋଇ ପାରନ୍ତି ।

ମକର – ବ୍ୟବସାୟରୁ ଧନ ଲାଭ ହେବ । ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ । ଚାକିରି ଓ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ ।

କୁମ୍ଭ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଅଟକି ଥିବା କାମ ପୂରଣ ହେବ । ସମୟ ଅନୁକୂଳ ରହିଛି ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ଧନ ଲାଭ ହେବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories