୧୦ ଯାଏଁ ପ୍ରବଳ ବର୍ଷିବ; ଆଜି ଏହି ୨୨ ଜିଲାକୁ ସତର୍କ ସୂଚନା ଜାରି..

ଭୁବନେଶ୍ୱର : ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଘନୀଭୂତ ହୋଇ କ୍ରମଶଃ ଏହା ଉତ୍ତର ଦିଗରେ ଗତି କରିବ । ଏହାର ପ୍ରଭାବରେ ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି । ଶନିବାର ୨୨ ଜିଲାକୁ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଘଡଘଡି, ବିଜୁଳି ସହ ପ୍ରବଳ ବର୍ଷା ପାଇଁ ଏସବୁ ଜିଲାକୁ … Continue reading ୧୦ ଯାଏଁ ପ୍ରବଳ ବର୍ଷିବ; ଆଜି ଏହି ୨୨ ଜିଲାକୁ ସତର୍କ ସୂଚନା ଜାରି..