ଦେଖନ୍ତୁ ଭିଡିଓ; ଶିଶୁ ସହ କେମିତି ଖେଳୁଛି ବାଘ

ନୂଆଦିଲ୍ଲୀ : ବାଘକୁ ଦେଖି ଯେ କେହି ଭୟଭୀତ ହେବା ସାଧାରଣ କଥା । ମାତ୍ର ନିକଟରେ ବାଘର ଓ ଛୋଟ ଛୁଆର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ଶିଶୁ ବାଘ ସହ ମଜାରେ ଖେଳୁଥିବା ଦେଖାଯାଉଛି । ଶିଶୁଟି ଯେପରି ଖେଳୁଛି, ବାଘ ମଧ୍ୟ ସେପରି ଖେଳୁଛି । Battle of the hands. pic.twitter.com/CDIdcHs1J0 — Figen (@TheFigen_) September 3, 2024 Related … Continue reading ଦେଖନ୍ତୁ ଭିଡିଓ; ଶିଶୁ ସହ କେମିତି ଖେଳୁଛି ବାଘ