www.samajalive.in
Wednesday, December 10, 2025
17.1 C
Bhubaneswar

ଦମଦାର ଡିଜାଇନ ସହିତ ଆସୁଛି ରେଡମି ୧୩, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଭାରତରେ ଖୁବ୍ ଶୀଘ୍ର ସାଓମି ନିଜ ନୂଆ ବଜେଟ୍ ୫ଜି ସ୍ମାର୍ଟଫୋନ୍ ରେଡମି ୧୩ ୫ଜିର ବଜାର ପ୍ରବେଶ କରିବାକୁ ଯାଉଛି । କମ୍ପାନୀ ଗତ ସପ୍ତାହରେ ଜଣାଇଥିଲା କି ଏହି ଫୋନ୍ ୯ ଜୁଲାଇରେ ଲଞ୍ଚ୍ ହେବ । ଏହି ଫୋନ୍ ଗତ ଅଗଷ୍ଟରେ ଆସିଥିବା ରେଡ୍ ୧୨ ୫ଜିର ନୂଆ ଭର୍ସନ । ନିକଟରେ ଏହି ଫୋନକୁ ଆମାଜନ ଇଣ୍ଡିଆରେ ତାଲିକାଭୁକ୍ତ କରାଯାଇଥିଲା ଯେଉଁଥିରେ ଏହାର ଡିଜାଇନ୍, ପ୍ରୋସେସର ଏବଂ ବ୍ୟାଟେରୀ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଫୋନରେ ରେଡମି ୧୨ ଭଳି ଡିଜାଇନ୍ ମିଳିବ କିନ୍ତୁ କିଛି ପରିବର୍ତ୍ତନ ରହିଛି । ଫୋନ ରିୟରରେ ଡୁଆଲ କ୍ୟାମେରା ମିଳିବ ଏବଂ ବକ୍ସି ଡିଜାଇନ୍ ମିଳିବ । ଫୋନ୍ କ୍ରିଷ୍ଟାଲ ଗ୍ଲାସ୍ ଡିଜାଇନ୍ ସହିତ ଆସିବ । ଫୋନ ଗୋଲାପୀ ଓ ବ୍ଲୁ ରଙ୍ଗର ବିକଳ୍ପ ସହିତ ଆସିବ । ଫୋନରେ ଗରିଲା ଗ୍ଲାସ୍ ୩ର ପ୍ରୋଟେକ୍ସନ ମିଳିବ । ରେଡମି ନୋଟ୍ ୧୩ ୫ଜି ଫୋନ୍ କ୍ଲାଲକମ୍ ସ୍ନାପଡ୍ରାଗନ ୪ ଜେନ୍ ୨ ପ୍ରୋସେସର ସହିତ ଆସିବ । ଫୋନରେ କମ୍ପାନୀ ହାଇପରଓଏସ୍ ଅପରେଟିଂ ସୁବିଧା ପ୍ରଦାନ କରିବ । ଫୋନରେ  ୫୦୩୦ ଏମଏଏଚର ବ୍ୟାଟେରୀ ମିଳିବ ଯାହା ୩୩ଡବ୍ଲୁ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ଏହାର ଦାମ୍ ୧୫ ହଜାର ଟଙ୍କାରୁ କମ୍ ରହିବା ଅନୁମାନ କରାଯାଉଛି । ଫୋନର ସଠିକ୍ ଦାମ୍ ୯ ଜୁଲାଇ ଦ୍ବିପ୍ରହର ୧୨ଟାରେ ଲଞ୍ଚ୍ ସମୟରେ ହିଁ ଜଣାପଡିବ ।

ମୁନୁଷପଦରବାସୀ : ବିକାଶ ଯେଉଁଠି ଏବେ ବି ଅପହଞ୍ଚ

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories