ମୁନୁଷପଦରବାସୀ : ବିକାଶ ଯେଉଁଠି ଏବେ ବି ଅପହଞ୍ଚ
ରାୟଗଡ଼ା : ରାୟଗଡ଼ା ଜିଲା କାଶୀପୁରରେ କାୟା ମେଲାଇଛି ଡିପ୍ଥେରିଆ। ଏହି ରୋଗର ଭୟାବହତା ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କୁ ଅଜଣା। ଫଳରେ କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରେ ଜଣକ ପରେ ଜଣେ ଏପରି ୫ ଜଣ ନିଷ୍ପାପ ଶିଶୁ ଆଖି ବୁଜିଛନ୍ତି। ଦୁନିଆକୁ ଚିହ୍ନିବା ପୂର୍ବରୁ ସେମାନଙ୍କର ଜୀବନଦୀପ ସବୁ ଦିନ ପାଇଁ ଲିଭି ଯାଇଛି। ମୁନୁଷପଦର ଶିଶୁ ମୃତ୍ୟୁ ଘଟଣାର ସବିଶେଷ ତଥ୍ୟ ସଂଗ୍ରହ ପାଇଁ ୬ କିଲୋମିଟର ଖାଲଢିପ ପାହାଡ଼ିଆ ଓ … Continue reading ମୁନୁଷପଦରବାସୀ : ବିକାଶ ଯେଉଁଠି ଏବେ ବି ଅପହଞ୍ଚ
Copy and paste this URL into your WordPress site to embed
Copy and paste this code into your site to embed