ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ

ଭୁବନେଶ୍ୱର: ବିଜେପି ନେତା ତଥା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ। ଆସନ୍ତା ୯,୧୦,୧୧ ତାରିଖ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଏଡିଜେ କୋର୍ଟ। ବୁଥରେ ଭଙ୍ଗରୁଜା ଅଭିଯୋଗରେ ପ୍ରଶାନ୍ତ ଗିରଫ ହୋଇଥିଲେ।

Comments are closed.