ବଡ଼ସାହି ପୁଲିସକୁ ଆକ୍ରମଣ, ୨୮ ଗିରଫ

ବାରିପଦା: ଜମିବିବାଦକୁ ନେଇ ବଡ଼ସାହି ପୁଲିସକୁ ଆକ୍ରମଣ ଘଟଣାରେ ୩୮ଜଣ ଗିରଫ ହୋଇଛନ୍ତି। ପୁଲିସ ତଦନ୍ତ ପରେ ୩୮ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ମୋଟ ଗିରଫଙ୍କ ମଧ୍ୟରେ ୨୨ ମହିଳା ଥିବା ଜଣାପଡ଼ିଛି। ଗତ ୨୯ରେ ବେଲପାଳ ଗାଁରେ ପୁଲିସ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଏସଡିପିଓ, ଆଇଆଇସି ଓ ମହିଳା ଏସଆଇଙ୍କ ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

Comments are closed.