www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଟିକେଟ ଫେରାଇଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି..

କଂଗ୍ରେସରୁ ଟିକେଟ ପାଇଥିଲେ ସୁଦ୍ଧା ଫେରାଇଛନ୍ତି..

- Advertisement -

ଦଳ ଫଣ୍ଡିଂ ନଦେବାରୁ ସେ ଟିକେଟ ଫେରାଇଥିବା ସୂଚନା..

ଆଜି ଦକ୍ଷିଣ ଓଡ଼ିଶାରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ..

୩ଟି ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ନବୀନ ପଟ୍ଟନାୟକ..

କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ବ୍ରହ୍ମପୁରରେ ପ୍ରଚାର କରିବେ ନବୀନ..

ନୂଆଦିଲ୍ଲୀ: ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ୩ ସନ୍ଦିଗ୍ଧଙ୍କୁ ଗିରଫ କଲା କାନାଡ଼ା ପୁଲିସ..

ନିଜ୍ଜରକୁ ହତ୍ୟା ପାଇଁ ଭାରତ ଏହି ଅଭିଯୁକ୍ତମାନଙ୍କୁ ପଠାଇଥିବା ଅଭିଯୋଗ କଲା କାନାଡ଼ା..

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ଜଣେ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ କରାଯାଇଥିବା ଅଭିଯୋଗ..

ସୋସିଆଲ ମିଡିଆରେ ଘଟଣା ସମ୍ପର୍କରେ ପୋଷ୍ଟ କରି ପୁଲିସ ସହାୟତା ମାଗିଲେ ପୀଡ଼ିତ..

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌‌.ଜୟଶଙ୍କର..

ଆଜି ଭୁବନେଶବରରେ ବୃଦ୍ଧିଜୀବୀ ଓ ସାମ୍ବାଦିକଙ୍କ ସହ କରିବେ ଆଲୋଚନା..

ଶନିବାର ପାଇଁ ୫ଟି ବିଶେଷ ଉପାୟ : ପ୍ରସନ୍ନ ହେବେ ଶନି ଦେବ,ଖୋଲିବ ବନ୍ଦ ଭାଗ୍ୟର ତାଲା..

କାଲି କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ..

ଭୁବନେଶ୍ୱର: ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..

ଭରତପୁର ଥାନା ଅନ୍ତର୍ଗତ ଏକ ବସ୍ତିରୁ ମୃତଦେହ ଉଦ୍ଧାର..

ସାଙ୍ଗରେ ରହୁଥିବା ଅନ୍ୟ ଜଣେ ଯୁବତୀ ଫେରାର..

କୋରାପୁଟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ଓଏମପି ଛକରେ ସାଧାରଣ ସଭାରେ ହେଲେ ସାମିଲ..

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା..

୧୦୦ ବର୍ଷ ପରେ ଅକ୍ଷୟ ତୃତୀୟାରେ ବିଶେଷ ଯୋଗ: ସୁନାଭଳି ଚମକିବ ଏସବୁ ରାଶିଙ୍କ ଭାଗ୍ୟ; ଚାକିରିରେ ସଫଳତା ସହ ହେବ ଧନବର୍ଷା..

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories