ଶନିବାର ପାଇଁ ୫ଟି ବିଶେଷ ଉପାୟ : ପ୍ରସନ୍ନ ହେବେ ଶନି ଦେବ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ସନାତନ ଧର୍ମରେ ସପ୍ତାହର ୭ ଦିନ ଦେବାଦେବୀଙ୍କୁ ସମର୍ପିତ। ସେହିପରି ଶନିବାର ଦିନ କର୍ମଫଳଦାତା ଶନିଦେବଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ, ଶନିଦେବତା ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାଆନ୍ତି। ଶନିବାର ଦିନ କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହ ଜୀବନରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଜାଣନ୍ତୁ.. ହିନ୍ଦୁ ଧର୍ମରେ ଦାନ କରିବା ପୁଣ୍ୟର କାର୍ଯ୍ୟ ବୋଲି ମାନ୍ୟତା ରହିଛି। ଶନିବାର ଦିନ ରାଶି, କଳା ବିରି, ତେଲ, … Continue reading ଶନିବାର ପାଇଁ ୫ଟି ବିଶେଷ ଉପାୟ : ପ୍ରସନ୍ନ ହେବେ ଶନି ଦେବ,ଖୋଲିବ ବନ୍ଦ ଭାଗ୍ୟର ତାଲା..