www.samajalive.in
Friday, December 5, 2025
20.1 C
Bhubaneswar

୧୦୦ ବର୍ଷ ପରେ ଅକ୍ଷୟ ତୃତୀୟାରେ ବିଶେଷ ଯୋଗ: ସୁନାଭଳି ଚମକିବ ଏସବୁ ରାଶିଙ୍କ ଭାଗ୍ୟ; ଚାକିରିରେ ସଫଳତା ସହ ହେବ ଧନବର୍ଷା..

ଅକ୍ଷୟ ତୃତୀୟା ମେ ୧୦ରେ ପାଳନ କରାଯିବ।ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଗୁରୁ-ଚନ୍ଦ୍ରମା ଏକାଠି ହେବା ସହ ଗଜକେସରୀ ଯୋଗ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଷୟ ତୃତୀୟାରେ ଗଜକେସରୀ ଯୋଗ ପ୍ରାୟ ୧୦୦ ବର୍ଷ ପରେ ହେବାକୁ ଯାଉଛି। ଏଭଳି ଯୋଗ କାରଣରୁ ୩ ରାଶିଙ୍କୁ ଭାଗ୍ୟଶାଳୀ କରିବା ସହ ଧନ ସମ୍ପତ୍ତି ବୃଦ୍ଧି ହୋଇ ସୁନାଭଳି ଚମକିବ।

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ହଠାତ୍ ଧନପ୍ରାପ୍ତି ହେବ। ନୂତନ ସମ୍ପତ୍ତି କିଣିବାର ଯୋଗ ରହିଛି। ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ପ୍ରାପ୍ତି ହେବ। ପରିବାରରେ ସୁଖସମୃଦ୍ଧି ପ୍ରବେଶ କରିବା ସହ ହସଖୁସିରେ ସମୟ ଅତିବାହିତ କରିବେ। ପରିବାର ସଦସ୍ୟଙ୍କ ଆଶୀର୍ବାଦ ଓ ସହଯୋଗ ମିଳିବାର ସହ କାର୍ଯ୍ୟରେ ସଫଳତା ମିଳିବ। ଏକାଗ୍ରତା ବୃଦ୍ଧି ହେବ। ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ।

ଅକ୍ଷୟ ତୃତୀୟାରେ ସୁନା ନା ଚାନ୍ଦି : କ’ଣ କିଣିଲେ କି ଲାଭ ମିଳେ..

- Advertisement -

କର୍କଟ – କର୍ମକ୍ଷେତ୍ରରେ ଖୁବ୍ ଉନ୍ନତି ହେବ। ଚାକିରି କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। ପଦୋନ୍ନତି ହେବ। ଆୟରେ ବୃଦ୍ଧି ହେବ। ଏହାସହ ଆୟର ସ୍ରୋତରେ ବୃଦ୍ଧି ହେବ। କୌଣସି ପୁରୁଣା ନିବେଶରୁ ଲାଭ ମିଳିବ। ଖର୍ଚ୍ଚ କମ୍ ହେବ। ଘରେ ସୁଖସମୃଦ୍ଧି ପ୍ରବେଶ କରିବ।

ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..

ସିଂହ – କାର୍ଯ୍ୟକ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସମର୍ଥନ ମିଳିବ। ସମ୍ପର୍କରେ ଥିବା ତିକ୍ତତା ଦୂର ହେବ। ସଫଳତା ପ୍ରାପ୍ତି ହେବ। ଟଙ୍କା ପଇସା ସହ ଜଡିତ ସମସ୍ୟା ଦୂର ହେବ। କରଜରେ ଦେଇଥିବା ଟଙ୍କା ଫେରସ୍ତ ମିଳିବ। ବନ୍ଧୁ ପରିବାର ବର୍ଗଙ୍କ ସମ୍ପୂର୍ଣ୍ଣ ସମର୍ଥନ ମିଳିବ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories