ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..

ଅକ୍ଷୟ ତୃତୀୟାର ହିନ୍ଦୁ ଧର୍ମରେ ଅନେକ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟା ଦିନ ସୁନା-ଚାନ୍ଦି କିଣିବା ସହ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି। ମାନ୍ୟତା ଅନୁଯାୟୀ, ଏହି ଦିନ ଜିନିଷ କିଣିବା ପାଇଁ ଶୁଭ ମୁହୂର୍ତ୍ତର ଆବଶ୍ୟକତା ନାହିଁ। ତେବେ ଏଭଳି ଅନେକ ଲୋକେ ରହିଛନ୍ତି,ଯେଉଁମାନେ ସୁନା-ଚାନ୍ଦି କିଣିବାକୁ କଷ୍ଟକର ହୋଇପଡେ। ଏଥିପାଇଁ ଆଉ ଚିନ୍ତା ନାହିଁ। ସୁନା-ଚାନ୍ଦି ବ୍ୟତୀତ ଏଭଳି କିଛି ସହଜ ଜିନିଷ ବିଷୟରେ ଜାଣନ୍ତୁ ଯାହାକୁ … Continue reading ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..