ଅକ୍ଷୟ ତୃତୀୟାରେ ସୁନା ନା ଚାନ୍ଦି : କ’ଣ କିଣିଲେ କି ଲାଭ ମିଳେ..

ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୦ ମେ ଶୁକ୍ରବାର ଦିନ ପାଳନ କରାଯିବ। ଅକ୍ଷୟ ତୃତୀୟା ବୈଶାଖ ଶୁକ୍ଳ ତୃତୀୟା ତିଥିରେ ପାଳନ କରାଯାଏ। ଅକ୍ଷୟ ତୃତୀୟା ଦିନ ମା’ଲକ୍ଷ୍ମୀଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଏହାଦ୍ୱାରା ଅଶେଷ କୃପା ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ଧନ କ୍ଷୟ ହୋଇନଥାଏ। ଘରେ ଧନ ଓ ସମ୍ପତ୍ତି ଭରପୁର ହୋଇ ରହିଥାଏ। ମା’ଲକ୍ଷ୍ମୀଙ୍କ ବାସ ରହିଥାଏ। ଅକ୍ଷୟ ତୃତୀୟା ଦିନ ଯେଉଁ କାର୍ଯ୍ୟ କରନ୍ତି, ତାହାର ଖୁବ ଶୁଭଫଳ ପ୍ରାପ୍ତି … Continue reading ଅକ୍ଷୟ ତୃତୀୟାରେ ସୁନା ନା ଚାନ୍ଦି : କ’ଣ କିଣିଲେ କି ଲାଭ ମିଳେ..