୧୦୦ ବର୍ଷ ପରେ ଅକ୍ଷୟ ତୃତୀୟାରେ ବିଶେଷ ଯୋଗ: ସୁନାଭଳି ଚମକିବ ଏସବୁ ରାଶିଙ୍କ ଭାଗ୍ୟ; ଚାକିରିରେ ସଫଳତା ସହ ହେବ ଧନବର୍ଷା..

ଅକ୍ଷୟ ତୃତୀୟା ମେ ୧୦ରେ ପାଳନ କରାଯିବ।ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଗୁରୁ-ଚନ୍ଦ୍ରମା ଏକାଠି ହେବା ସହ ଗଜକେସରୀ ଯୋଗ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଷୟ ତୃତୀୟାରେ ଗଜକେସରୀ ଯୋଗ ପ୍ରାୟ ୧୦୦ ବର୍ଷ ପରେ ହେବାକୁ ଯାଉଛି। ଏଭଳି ଯୋଗ କାରଣରୁ ୩ ରାଶିଙ୍କୁ ଭାଗ୍ୟଶାଳୀ କରିବା ସହ ଧନ ସମ୍ପତ୍ତି ବୃଦ୍ଧି ହୋଇ ସୁନାଭଳି ଚମକିବ। ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ହଠାତ୍ ଧନପ୍ରାପ୍ତି ହେବ। ନୂତନ … Continue reading ୧୦୦ ବର୍ଷ ପରେ ଅକ୍ଷୟ ତୃତୀୟାରେ ବିଶେଷ ଯୋଗ: ସୁନାଭଳି ଚମକିବ ଏସବୁ ରାଶିଙ୍କ ଭାଗ୍ୟ; ଚାକିରିରେ ସଫଳତା ସହ ହେବ ଧନବର୍ଷା..