www.samajalive.in
Sunday, December 7, 2025
14.1 C
Bhubaneswar

ନିର୍ମାଣାଧୀନ ଘରୁ ବିଷାକ୍ତ ନାଗ ଉଦ୍ଧାର

ପାଟଣା : ଢେଙ୍କିକୋଟ ନିକଟସ୍ଥ କପାସପଡା ଗ୍ରାମର ମିଥୁନ ନାଏକଙ୍କ ନିର୍ମାଣାଧୀନ ଗୃହ ମଧ୍ୟରେ ଏକ ବିଷାକ୍ତ ନାଗସାପ ପଶି ରହିଥିଲା। ଘର କାମ ପାଇଁ ସେଠାରେ ଲୋକ ପହଁଚିବା ପରେ ଘର ଭିତରେ ସାପ ଥିବା ଜାଣି ଢେଙ୍କିକୋଟର ସର୍ପ ଧରାଳି ନାଦୀର ଆନସାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ନାଦୀର ସେଠାରେ ପହଞ୍ଚି ସୁରକ୍ଷିତ ଭାବେ ନାଗଟିକୁ ଉଦ୍ଧାର କରିଥିଲେ। ଏହି ସାପଟିକୁ ଘଞ୍ଚ ଜଙ୍ଗଲରେ ଛାଡି ଦିଆଯାଇଥିବା ସୂଚନା ମିଳିଛି।

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories