www.samajalive.in
Sunday, December 7, 2025
26.1 C
Bhubaneswar

ଶସ୍ତା ହେଲା ସୁନା; ରୂପା ମହଙ୍ଗା

ନୂଆଦିଲ୍ଲୀ: ଭାରତୀୟ ସୁନାରୂପା ବଜାରରେ ଶୁକ୍ରବାର ସୁନା ଶସ୍ତା ହୋଇ ରୂପା ମହଙ୍ଗା ହୋଇଛି। ଦର କମିବା ପରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ୬୨ ହଜାରରୁ ଊର୍ଦ୍ଧ୍ବ ରହିଛି। ଅପରପକ୍ଷେ, ରୂପା ମୂଲ୍ୟ କିଲୋ ପ୍ରତି ୭୧ ହଜାରରୁ ଊର୍ଦ୍ଧ୍ବ ରହିଛି। ଜାତୀୟସ୍ତରରେ ୯୯୯ ଶୁଦ୍ଧତାଯୁକ୍ତ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୨୬୫୫ ଟଙ୍କା ରହିଛି। ସେହିପରି ୯୯୯ ଶୁଦ୍ଧତାଯୁକ୍ତ ରୂପା କିଲୋ ପ୍ରତି ୭୧୭୯୩ ଟଙ୍କା ରହିଛି।

ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ବେଲର୍ସ ଆସୋସିଏସନ୍ ମୁତାବକ, ଗୁରୁବାର ସନ୍ଧ୍ୟାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା ୧୦ ଗ୍ରାମ ପ୍ରତି ୬୨୭୭୪ ଟଙ୍କା ଥିଲା, ଯାହା ଶୁକ୍ରବାର ହ୍ରାସ ପାଇ ସକାଳେ ୬୨୬୫୫ ଟଙ୍କା ହୋଇଛି। ଏହିଭଳି ଭାବେ ଶୁଦ୍ଧତା ଆଧାରରେ ସୁନା ଶସ୍ତା ଓ ରୂପା ମହଙ୍ଗା ହୋଇଛି।

- Advertisement -

ସୁନା(ପ୍ରତି ୧୦ ଗ୍ରାମ): ୯୯୯ ଶୁଦ୍ଧତା- ଗୁରୁବାର ସନ୍ଧ୍ୟାରେ ୬୨୭୭୪, ଶୁକ୍ରବାର ସକାଳେ ୬୨୬୫୫
ସୁନା(ପ୍ରତି ୧୦ ଗ୍ରାମ): ୯୯୫ ଶୁଦ୍ଧତା- ଗୁରୁବାର ସନ୍ଧ୍ୟାରେ ୬୨୫୨୩, ଶୁକ୍ରବାର ସକାଳେ ୬୨୪୦୪

ସୁନା(ପ୍ରତି ୧୦ ଗ୍ରାମ): ୯୧୬ ଶୁଦ୍ଧତା- ଗୁରୁବାର ସନ୍ଧ୍ୟାରେ ୫୭୫୦୧, ଶୁକ୍ରବାର ସକାଳେ ୫୭୩୯୨
ସୁନା(ପ୍ରତି ୧୦ ଗ୍ରାମ): ୭୫୦ ଶୁଦ୍ଧତା- ଗୁରୁବାର ସନ୍ଧ୍ୟାରେ ୪୭୦୮୧, ଶୁକ୍ରବାର ସକାଳେ ୪୬୯୯୧
ସୁନା(ପ୍ରତି ୧୦ ଗ୍ରାମ): ୫୮୫ ଶୁଦ୍ଧତା- ଗୁରୁବାର ସନ୍ଧ୍ୟାରେ ୩୬୭୨୩, ଶୁକ୍ରବାର ସକାଳେ ୩୬୬୫୩

ପୁଣି ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories