www.samajalive.in
Monday, December 15, 2025
24.1 C
Bhubaneswar

ଆରପିଏଫର ମହିଳା ସୁରକ୍ଷା ଅଭିଯାନରେ ଜଣେ ଉଦ୍ଧାର

ସମ୍ବଲପୁର: ଭାରତୀୟ ରେଳବାଇ ସୁରକ୍ଷା ବଳ (ଆରପିଏଫ) ତରଫରୁ ମହିଳା ଙ୍କ ସୁରକ୍ଷା ନିମନ୍ତେ ‘ଅପରେସନ ମହିଳା ସୁରକ୍ଷା’ ସାରା ଦେଶରେ ଚଳାଯାଉଛି। ଏହି କ୍ରମରେ ସମ୍ବଲପୁର ଷ୍ଟେସନ ଠାରେ ଆରପିଏଫ ଦଳ ଗସ୍ତ କରୁଥିବା ବେଳେ ଜଣେ ୩୬ ବର୍ଷିୟ ମହିଳାଙ୍କୁ ସନ୍ଦିଗ୍ଧ ଭାବରେ ବୁଲୁଥିବାର ଦେଖି ଗତ ୨୯ ତାରିଖରେ ଉଦ୍ଧାର କରିଥିଲେ। ଏଣୁ ମହିଳାଙ୍କୁ ପଚରାଉଚୁରା କରିବା ସହିତ ତାଙ୍କର ସ୍ୱାମୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ତାଙ୍କର ସ୍ୱାମୀ ଗତକାଲି ସମ୍ବଲପୁର ରେଳବାଇ ସୁରକ୍ଷା ବଳ ଥାନାକୁ ଆସି ଆଇନ ଅନୁଯାୟୀ ପ୍ରକ୍ରିୟା ପୂରଣ ପରେ ମହିଳାଙ୍କୁ ହସ୍ତାନ୍ତରିତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ବିଗତ କିଛି ଦିନ ମଧ୍ୟରେ ଜଣେ ନାବାଳିକାଙ୍କ ସମେତ ୩ ଜଣଙ୍କୁ ଆରପିଏଫ ପକ୍ଷରୁ ଉଦ୍ଧାର କରାଯାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories