www.samajalive.in
Monday, December 15, 2025
24.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ଘୋଷଣା.. ଟେନିସ ତାରକା ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର..

ମୁମ୍ବଇର ସାନ୍ତାକ୍ରୁଜ୍‌ ସ୍ଥିତ ଗାଲାକ୍ସି ହୋଟେଲରେ ନିଆଁ.. ୩ ମୃତ, ୫ ଆହତ..

- Advertisement -

ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ.. ୮ ମୃତ, ଅନେକ ଆହତ..

୩୧ରେ ଉତ୍କେଲା ବିମାନବନ୍ଦରର ଶୁଭ ଉଦ୍‌ଘାଟନ.. ଭୁବନେଶ୍ୱରରୁ ଉତ୍କେଲା ଉଡ଼ିବ ଯାତ୍ରୀବାହୀ ବିମାନ..

ନାରୀଶକ୍ତିର ଜୀବନ୍ତ ଉଦାହରଣ ହେଉଛି ଚନ୍ଦ୍ରଯାନ-୩.. ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..

ଭାରତ ଅଧିକ ମହାକାଶ ଅଭିଯାନ ଆରମ୍ଭ କରିବାକୁ ସକ୍ଷମ – ଇସ୍ରୋ ଅଧ୍ୟକ୍ଷ..

ବିଳାସପୁର ଜଙ୍କସନ ନିକଟରେ ରେଳ ଦୁର୍ଘଟଣା ସତ ନୁହେଁ, ଗୁଜବ..

କଳାପଟାରେ ‘ଜୟ ଶ୍ରୀରାମ’ ଲେଖିବାରୁ ଛାତ୍ରକୁ ମାଡ଼.. ଜମ୍ମୁ-କାଶ୍ମୀରର କଠୁଆ ଜିଲାରେ ଥିବା ଏକ ସରକାରୀ ବିଦ୍ୟାଳୟରେ ଘଟିଛି ଏହି ଘଟଣା..

ସମ୍ବଲପୁର ବିଶ୍ୱବିଦ୍ୟାଳୟ ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯ୍ୟାତନା ଘଟଣା.. ରାଜନୀତି ବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ନିଲମ୍ବିତ..

ଆଜି ସରିବ ବିଶ୍ୱ ଆଥଲେଟିକ୍ସ ଚାମ୍ପୟନସିପ୍‌ ୨୦୨୩.. ଜାଭେଲିନ୍‌ ଥ୍ରୋ ଫାଇନାଲରେ ଖେଳିବେ ଓଡ଼ିଆ ପୁଅ କିଶୋର ଜେନା..

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories