www.samajalive.in
Sunday, December 7, 2025
14.1 C
Bhubaneswar

ଏଏସ୍‌ଓ ଚୟନ ଅନିୟମିତତା ମାମଲା : ହାଇକୋର୍ଟଙ୍କ ପୂର୍ବ ରାୟ କାଏମ

କଟକ : ଏଏସ୍‌ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ପୂର୍ବରାୟ କାଏମ ରହିଥିବା ଜଣାପଡ଼ିଛି। ହାଇକୋର୍ଟ ଏହି ମାମଲାରେ ଦାୟର ଉଭୟ ରିଭ୍ୟୁ ଓ ରିଟ୍‌ ପିଟିସନ୍‌ ଖାରଜ କରିଦେଇଛନ୍ତି । ତେବେ ପୂର୍ବ ରାୟର ପୁନଃବିଚାର ପାଇଁ ପାଇଁ ଦାୟର ହୋଇଥିଲା ପିଟିସନ। ପିଟିସନ ଖାରଜ ସହ ପୂର୍ବ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ପ୍ରକାଶ ଯେ, ପୂର୍ବରୁ ଓପିଏସ୍‌ସି ଦ୍ବାରା ପ୍ରକାଶପାଇଥିବା ମେରିଟ୍‌ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories