ବଜ୍ରପାତରେ ବାପା, ପୁଅ ମୃତ
ନିଆଳି: କଟକ ଜିଲା ନିଆଳି ବ୍ଲକ ସୁନିଦା ନିକଟରେ ବଜ୍ରପାତ ଘଟି ବାପ ପୁଅଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବାପାକୁ ଆଣିବାକୁ ଆଶୁତୋଷ ଯାଇଥିବାବେଳେ ବଜ୍ରପାତ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି। ଉଭୟ ଏକ ବାଇକରେ କାକଟପୁରରୁ ଗାଁକୁ ଫେରୁଥିଲେ। ଅଧାବାଟରେ ବଜ୍ରପାତରେ ଜୀବନ ଗଲା। ମୃତକ ହେଲେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ମଠକୂଳ ଗାଁର ରାଜକିଶୋର କାଣ୍ଡି ଓ ପୁଅ-ଆଶୁତୋଷ କାଣ୍ଡି ।
Comments are closed.