www.samajalive.in
Monday, December 15, 2025
16.1 C
Bhubaneswar

ଭାରତରେ ୨ଟି ନୂତନ ବାଣିଜ୍ୟ ଦୂତାବାସ ଖୋଲିବ ଆମେରିକା

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ବୈଷୟିକ ସହାୟତା ପ୍ରସଙ୍ଗ ପ୍ରମୁଖ ବିଷୟ ରହିଛି। ୱାଶିଙ୍ଗଟନ୍‌‌ ଡିସିରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା କହିଛନ୍ତି, ଉଭୟ ଦେଶ ମଧ୍ୟରେ ୨୫ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି।

ଏହି ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସେପ୍ଟେମ୍ବର ୧୧ ସନ୍ତ୍ରାସବାଦୀ ଆକ୍ରମଣର ଦୁଇ ଦଶନ୍ଧି ଓ ନଭେମ୍ବର ୨୬ ଆକ୍ରମଣର ଗୋଟିଏ ଦଶନ୍ଧି ବିତିଥିଲେ ମଧ୍ୟ ସନ୍ତ୍ରାସବାଦ ବିଶ୍ୱ ପାଇଁ ଏବେ ବି ସବୁଠୁ ବଡ଼ ଆହ୍ୱାନ ହୋଇ ରହିଛି। ବୈଦେଶିକ ସଚିବ କହିଛନ୍ତି ଯେ ଆମେରିକା’ ଭାରତରେ ୨ଟି ନୂଆ ବାଣିଜ୍ୟ ଦୂତାବାସ ଖୋଲିବାକୁ ଉଭୟ ପକ୍ଷ ଏକମତ ହୋଇଛନ୍ତି। ଗୋଟିଏ ବାଣିଜ୍ୟ ଦୂତାବାସ ଅହମ୍ମଦାବାଦ ଓ ଅନ୍ୟଟି ବେଙ୍ଗାଲୁରୁରେ ଖୋଲାଯିବ।

Hot this week

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

Related Articles

Popular Categories