www.samajalive.in
Tuesday, December 9, 2025
16.1 C
Bhubaneswar

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ

ଜାତିସଂଘ ଆନୁକୂଲ୍ୟରେ ପ୍ରତି ବର୍ଷ ମେ ୨୨ତାରିଖରେ ବିଶ୍ବସ୍ତରରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ କରାଯାଏ। ପୃଥିବୀରେ ଲକ୍ଷାଧିକ ପ୍ରଜାତିର ପ୍ରାଣୀ, ଉଦ୍ଭିଦ ଅଛନ୍ତି। ବିବିଧତା ଥିବା ସତ୍ତ୍ବେ ପ୍ରକୃତିର ନିୟମ ଅନୁସାରେ ଏମାନେ ପରସ୍ପର ଉପରେ ନିର୍ଭର କରିଚାଲୁଛନ୍ତି। କହିବାକୁ ଗଲେ, ଏହା ହେଉଛି ‘ଜୈବ ବିବିଧତା’। ମନୁଷ୍ୟ କାରଣରୁ ବିଭିନ୍ନ ପରିବର୍ତ୍ତନ ହେବାରେ ଲାଗିଛି। ଗଛ କାଟ ଯୋଗୁଁ ତାପମାତ୍ରା ବଢ଼ୁଛି, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ କ୍ଷୟ କାରଣରୁ କେତେ ପ୍ରଜାତିର ଜୀବଜନ୍ତୁ ଲୋପ ବି ପାଇଗଲେଣି। ମୁଖ୍ୟତଃ ମନୁଷ୍ୟ ଦ୍ବାରା ହେଉଥିବା ଏହି ପରିବର୍ତ୍ତନ କାରଣରୁ ଜୈବବିବିଧତା ନକାରାତ୍ମକ ଭାବେ ପ୍ରଭାବିତ ହେଉଛି। ବିଶ୍ବବାସୀଙ୍କୁ ଏ ଦିଗରେ ସଚେତନ କରିବାକୁ ଯାଇ ଅନ୍ତର୍ଜାତୀୟସ୍ତରରେ ଜୈବ ବିବିଧତା ଦିବସ ପାଳନ କରାଯାଉଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories