www.samajalive.in
Monday, December 15, 2025
24.1 C
Bhubaneswar

ହୋଣ୍ଡା ଅଲ ନ୍ୟୁ ସିଟି’ର ଉନ୍ମୋଚନ ସହ ବଜାର ପ୍ରବେଶ

ଭୁବନେଶ୍ୱର – ବିଶ୍ୱର ତଥା ଦେଶର ଅଗ୍ରଣୀ ଅଟୋମୋବାଇଲ୍‌ କମ୍ପାନୀ ହୋଣ୍ଡା କାରସ୍‌ ଇଣ୍ଡିଆ ଲିମିଟିଡ୍‌ ପକ୍ଷରୁ ନୂତନ ତଥା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ଅଲ ନ୍ୟୁ ସିଟି’ ବଜାର ପ୍ରବେଶ କରାଯାଇଛି ।
ଫାଇଭ୍‌ ଜି ତଥା ହୋଣ୍ଡାର ପଞ୍ଚମ ପୀଢି ‘ହୋଣ୍ଡା ଅଲ ନ୍ୟୁ ସିଟି’ କାର୍‌ରେ ଉପଭୋକ୍ତାଙ୍କ ପାଇଁ ଅନେକ ଅତ୍ୟାଧୁନିକ ସୁବିଧା ସହ ସୁରକ୍ଷା ଏବଂ ଆରାମ ଦାୟକ ଯାତ୍ରା ପାଇଁ  ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ନୂଆଦିଲ୍ଲୀରେ ଏହାର ଏକ୍ସ ଶୋରୁମ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହେଉଛି । ଏହାର ବିଭିନ୍ନ ପ୍ରକରଣ ବା ଭାରିଏଣ୍ଟର ମୂଲ୍ୟ ଭିନ୍ନ ରହିଛି ।

ଭୁବନେଶ୍ୱର ସ୍ଥିତ ହାଇଓ୍ୱେ ହୋଣ୍ଡାରେ ଏହି କାର୍‌ ଏବେ ଉପଲବ୍ଧ । ହୋଣ୍ଡା କାରସ୍‌ ଇଣ୍ଡିଆ ଲିମିଟିଡ୍‌ର ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହାଇଓ୍ୱେ ହୋଣ୍ଡାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ କରାଯାଇଥିଲା । ଏମ୍‌ଡି ଆଦିତ୍ୟ ପାତ୍ରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ସୋରୁମ୍‌ର ଜିଏମ୍‌ ରାଜୀବ ପଣ୍ଡାଙ୍କ ସହ ଅନ୍ୟ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories