ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କନିଷ୍ଠ ସହାୟକ ପାଇଁ ବିଜ୍ଞପ୍ତି ପ୍ରକାଶ

0

ସରକାରୀ ଚାକିରୀ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କନିଷ୍ଠ ସହାୟକ (ଜୁନିୟର ଆସିଷ୍ଟାଣ୍ଟ) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ ପଦବୀ ସଂଖ୍ୟା ୩୦ ରହିଛି । ଏସଟି ପ୍ରାର୍ଥୀଙ୍କ ପାଇଁ ୮ଟି ପଦବୀ ଓ ଏସସି ପ୍ରାର୍ଥୀଙ୍କ ପାଇଁ ୬ଟି ପଦବୀ ସଂରକ୍ଷିତ ରହିଛି । ସେହିପରି ଓବିସି ଏବଂ ଏସଇବିସି ପ୍ରାର୍ଥୀଙ୍କ ପାଇଁ ୪ଟି ଓ ଜେନେରାଲ ପ୍ରାର୍ଥୀଙ୍କ ପାଇଁ ୧୨ଟି ପଦବୀ ରହିଥିବା ସୂଚନା ମିଳିଛି । ସ୍ନାତକ ଡିଗ୍ରୀଧାରୀ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଥମେ ଚୁକ୍ତିଭିତ୍ତିକ ଆଧାରରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ

ବୟସ ସୀମା: ୨୧ ରୁ ୩୨ ବର୍ଷ (୦୧.୦୯.୨୦୧୮ ସୁଦ୍ଧା)

ଦରମା : ୧୯,୦୦୦

prayash

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା(୧୬୦) ଓ କମ୍ପ୍ୟୁଟର ଜ୍ଞାନ ପରୀକ୍ଷା (୪୦) = ସମୁଦାୟ  ୨୦୦ ନମ୍ବର

ଆବେଦନ ଦେୟ : ୮୦୦ ଟଙ୍କା (ସାଧାରଣ ବର୍ଗ), ୪୦୦ ଟଙ୍କା (ଏସଟି/ଏସସି/ପିଡବ୍ଲ୍ୟୁଡି)

ଆବେଦନ ତାରିଖ:୨୬-୦୯-୨୦୧୮ ଠାରୁ ୨୫-୧୦-୨୦୧୮ (ରାତି ୧୨ ଟା ସୁଦ୍ଧା)

ୱେବସାଇଟ: http://www.ssbodisha.nic.in/ 

ୱେବସାଇଟ – ବିଜ୍ଞପ୍ତି ନୋଟିସ – http://www.ssbodisha.nic.in/documents/Advertisement-Junior_Assistant_2018a.pd

kalyan agarbati
Leave A Reply