www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କନିଷ୍ଠ ସହାୟକ ପାଇଁ ବିଜ୍ଞପ୍ତି ପ୍ରକାଶ

ସରକାରୀ ଚାକିରୀ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ କନିଷ୍ଠ ସହାୟକ (ଜୁନିୟର ଆସିଷ୍ଟାଣ୍ଟ) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ମୋଟ ପଦବୀ ସଂଖ୍ୟା ୩୦ ରହିଛି । ଏସଟି ପ୍ରାର୍ଥୀଙ୍କ ପାଇଁ ୮ଟି ପଦବୀ ଓ ଏସସି ପ୍ରାର୍ଥୀଙ୍କ ପାଇଁ ୬ଟି ପଦବୀ ସଂରକ୍ଷିତ ରହିଛି । ସେହିପରି ଓବିସି ଏବଂ ଏସଇବିସି ପ୍ରାର୍ଥୀଙ୍କ ପାଇଁ ୪ଟି ଓ ଜେନେରାଲ ପ୍ରାର୍ଥୀଙ୍କ ପାଇଁ ୧୨ଟି ପଦବୀ ରହିଥିବା ସୂଚନା ମିଳିଛି । ସ୍ନାତକ ଡିଗ୍ରୀଧାରୀ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଥମେ ଚୁକ୍ତିଭିତ୍ତିକ ଆଧାରରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ

- Advertisement -

ବୟସ ସୀମା: ୨୧ ରୁ ୩୨ ବର୍ଷ (୦୧.୦୯.୨୦୧୮ ସୁଦ୍ଧା)

ଦରମା : ୧୯,୦୦୦

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା(୧୬୦) ଓ କମ୍ପ୍ୟୁଟର ଜ୍ଞାନ ପରୀକ୍ଷା (୪୦) = ସମୁଦାୟ  ୨୦୦ ନମ୍ବର

ଆବେଦନ ଦେୟ : ୮୦୦ ଟଙ୍କା (ସାଧାରଣ ବର୍ଗ), ୪୦୦ ଟଙ୍କା (ଏସଟି/ଏସସି/ପିଡବ୍ଲ୍ୟୁଡି)

ଆବେଦନ ତାରିଖ:୨୬-୦୯-୨୦୧୮ ଠାରୁ ୨୫-୧୦-୨୦୧୮ (ରାତି ୧୨ ଟା ସୁଦ୍ଧା)

ୱେବସାଇଟ: http://www.ssbodisha.nic.in/ 

ୱେବସାଇଟ – ବିଜ୍ଞପ୍ତି ନୋଟିସ – http://www.ssbodisha.nic.in/documents/Advertisement-Junior_Assistant_2018a.pd

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories