ପୃଥିବୀରେ ଜୀବନର ସୁରକ୍ଷା ନିମନ୍ତେ ବନ୍ୟପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ କହିଛନ୍ତି ଯେ ପୃଥିବୀରେ ଜୀବନର ସୁରକ୍ଷା ନିମନ୍ତେ ବନ୍ୟପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ପୃଥିବୀରେ ଦେଖୁଥିବା ପ୍ରାଣୀ, ବୃକ୍ଷଲତା ଓ ଫଳପୁଷ୍ପକୁ ଉପଭୋଗ କରିବା ସହ ପ୍ରକୃତି ଏବଂ ମାନବସମାଜ ଦ୍ୱାରା ଏହାର ପୋଷଣୀୟ ବ୍ୟବହାର ନିମନ୍ତେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।
Wildlife has critical role in safeguarding life on earth. On #WorldWildlifeDay, let us celebrate the vast variety of life, flora & fauna we share our planet with and make sustained effort to promote harmonious relationship with nature and its sustainable use by humanity. pic.twitter.com/6sfCquSlOZ
— Naveen Patnaik (@Naveen_Odisha) March 3, 2022
Comments are closed.