ଦିନ ୪ଟା-ମୁଖ୍ୟ ଖବର ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର By samajalive Last updated Jun 8, 2021 Share -ନିକଟ ଭବିଷ୍ୟତରେ ଟିକା ଉପଲବ୍ଧତା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି -ଚଳିତବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ୨୦୦ କୋଟିରୁ ଊର୍ଦ୍ଧ୍ବ ପାନ ଟିକାର ବ୍ୟବସ୍ଥା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି -ଉତ୍ସର୍କୀକୃତ ନାର୍କୋଟିକ୍ସ ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି -୨୭ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଶ୍ରୀ ଅଭୟ ସୂଚନା -ରାଜ୍ୟର ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା -ମୁଖ୍ୟମନ୍ତ୍ରୀ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି -ଉତ୍ତରପ୍ରଦେଶରେ ସମସ୍ତ ଜିଲା ହେବ କରୋନା କଟକଣାରୁ ମୁକ୍ତ ; ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ -ପିଏନବି ଠକେଇ : ଚୋକ୍ଷିଙ୍କୁ ଫେରାଇ ଆଣିବା ପାଇଁ ହରିଶ ସାଲଭେଙ୍କ କାନ୍ଧରେ ଦାୟିତ୍ୱ -ସାଂସଦ ନବନୀତ୍ ରାଣାଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା, ନକଲି ଜାତି ପ୍ରମାଣପତ୍ର ଖାରଜ, ୨ ଲକ୍ଷ ଟଙ୍କା ଜରିମାନା -କଲକତାର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଗ୍ରୀନ କରିଡରରେ ଏୟାର ଆମ୍ବୁଲାନ୍ସରେ ଗଲେ ଆଇପିଏସ ଦେବାଶିଷ ପାଣିଗ୍ରାହୀ -ଦେଶରେ ଗତ ୨୪ ଘଣ୍ଟାରେ ଆଉ ୮୬ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୯,୯୬,୪୭୩ -୨ ହଜାର ୧୨୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୯ -ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୯୬ ଜଣ ନୂଆ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୫୩ Related Posts ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଧାରଣା:… Jan 9, 2025 ଯୁକ୍ତ ଦୁଇ ପରୀକ୍ଷା ପାଇଁ ଜିଲ୍ଲାସ୍ତରୀୟ… Jan 9, 2025 -ରାଜ୍ୟରେ ଥମୁନି କରୋନା ମୃତ୍ୟୁ ; ଚିକିତ୍ସାଧୀନ ଅବସ୍ଥାରେ ୧୭ଟି ଜିଲାରୁ ଆଉ ୪୫ ଆକ୍ରାନ୍ତ ଆଖି ବୁଜିଛନ୍ତି -ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩୦୮୦ରେ ପହଞ୍ଚିଛି -ମାଗଣା ଟିକାକରଣ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ ; ଭାରତୀୟ ଶିଳ୍ପ ମହାସଂଘ ସମେତ ବିଭିନ୍ନ ରାଜ୍ୟର ସ୍ୱାଗତ -ଜାମ୍ମୁ କାଶ୍ମୀରରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ଯବାନ ମୁତୟନକୁ ନେଇ ବଢୁଛି ଆଶଙ୍କା ଜମି ଜବରଦଖଲକାରୀ ଆଇନର ଶରଣ ନେଇପାରିବେ ନାହିଁ- ସୁପ୍ରିମକୋର୍ଟ -ଭାରତର ଏମଏସଏମଇ ବିକାଶ ପାଇଁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର -୧୦୦ କିଲୋମିଟର ଚାଲିଲା ମହାବଳ ବାଘ ; ନଦୀ, ନାଳ ପାରହୋଇ ପହଞ୍ଚିଲା ବାଂଲାଦେଶରେ -ଆମ୍ବ ଗୋଟାକର ମୂଲ୍ୟ ୧ ହଜାର -ମୁକ୍ତାକାଶ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଓହରିଲା ରୁଷ -ଚୀନରେ ଠାବ ହେଲା ଡାଇନୋସର୍ ପୂର୍ଣ୍ଣାଙ୍ଗ କଙ୍କାଳ ; ଜୀବାଶ୍ମର ପ୍ରାୟ ୭୦% ଅକ୍ଷତ ରହିଛି -ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରସଙ୍ଗ: ପାକିସ୍ତାନ ରହିଲା ‘ବର୍ଦ୍ଧିତ ପରବର୍ତ୍ତୀ ପଦକ୍ଷେପ’ ତାଲିକାରେ -ଅଧିକ ବିପଜ୍ଜନକ ହେବ ମୌସୁମୀ ; ପୂର୍ବାପେକ୍ଷା ବୃଦ୍ଧିପାଇବ ଆର୍ଦ୍ରତା -ଆନ୍ତର୍ଜାତିକ କ୍ରିକେଟ୍ରୁ ରବିନ୍ସନ ନିଲମ୍ବିତ -ସେପ୍ଟେମ୍ବର ୧୯ରୁ ଆଇପିଏଲ୍, ଅକ୍ଟୋବର ୧୫ରେ ଫାଇନାଲ 8th June 2021News Headlines@ 4 PModia news Share FacebookTwitterWhatsApp
Comments are closed.