ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ : ଭାରତ ୧୨୪/୨

0

ଟ୍ରେଣ୍ଟବ୍ରିଜ : ଟ୍ରେଣ୍ଟବ୍ରିଜରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୩ୟ ଟେଷ୍ଟରେ ୨ୟ ଇଂନିସରେ ଭାରତ ୨ୱିକେଟ ହରାଇ ୧୨୪ ରନ କରିଛି। ଖେଳ ଶେଷ ସୁଦ୍ଧା ପୂଜାରା ୩୩ରନ ଓ ଅଧିନାୟକ ବିରାଟ ୮ରନରେ ନଟଆଉଟ୍‍ ଅଛନ୍ତି।

ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରି  ଭୋଜନ ବିରତି ସୁଦ୍ଧା ପ୍ରଥମ ଇନିଂସରେ କୌଣସି ୱିକେଟ ନ ହରାଇ ୪୬ ରନ ସଂଗ୍ରହ କରିଥିବା ବେଳେ ବିରତି  ପରେ ୨ଟି ୱିକେଟ ହରାଇଥିଲା । ୧୩ ଓଭର ସୁଦ୍ଧା ୨ଟି ୱିକେଟ ହରାଇ ୫୮ ରନ ସଂଗ୍ରହ କରିଥିଲା। ପରେ ନିୟମିତ ବ୍ୟବଧାନରେ ଇଂଲଣ୍ଡର  ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା। ୩୪ ଓଭରରେ ୯ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା। ଶେଷରେ ୩୮.୨ ଓଭରରେ ଦଳ୧୬୧ ରନ କରି ଅଲ୍ ଆଉଟ ହୋଇଥିଲା।

Leave A Reply