ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ୭୩୭ ; ଆଉ ପଜିଟିଭ ୮୬
ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ସୀମିତ ରହିଛି। ଦିନକରେ ଆଉ ୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୦, ସ୍ଥାନୀୟ ୩୬। ମୋଟ ପଜିଟିଭ ସଂଖ୍ୟା ୩,୩୭,୨୭୭ରେ ପହଞ୍ଚିଛି। ୩,୩୪,୫୭୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 28th Feb
New Positive Cases: 86
In quarantine: 50
Local contacts: 36(Details of local contacts will be shared by concerned District Administration)
District Wise Cases:
1. Angul: 1
2. Balasore: 7
3. Bargarh: 1
4. Balangir: 3
5. Cuttack: 9
6. Deogarh: 3— I & PR Department, Odisha (@IPR_Odisha) March 1, 2021
7. Jajpur: 4
8. Jharsuguda: 7
9. Keonjhar: 1
10. Khurda: 5
11. Mayurbhanj: 8
12. Nuapada: 1
13. Puri: 12
14. Sambalpur: 16
15. Sonepur: 1
16. Sundargarh: 6
17. State Pool: 1New recoveries: 52
Cumulative tested: 8341917
Positive: 337277
Recovered: 334571
Active cases: 737— I & PR Department, Odisha (@IPR_Odisha) March 1, 2021
୧୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୬ ଓ ପୁରୀରୁ ୧୨ ଆକ୍ରାନ୍ତ। ଅନ୍ୟ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୧, ବାଲେଶ୍ୱର ୭, ବରଗଡ ୧, ବଲାଙ୍ଗୀର ୩, କଟକ ୯, ଦେଓଗଡ ୩, ଯାଜପୁର ୪, ଝାରସୁଗୁଡା ୭, କେନ୍ଦୁଝର ୧,ଖୋର୍ଦ୍ଧା ୫, ମୟୁରଭଞ୍ଜ ୮, ନୂଆପଡା ୧, ସୋନପୁର ୧, ସୁନ୍ଦରଗଡ ୬, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ProSolution is the best option for men who are experiencing erectile dysfunction, especially if they are experiencing a major loss of sex drive. cialis generic south africa Extenze is a supplement alternative for men to take who suffer from erectile dysfunction and are looking for an immediate reaction.