www.samajalive.in
Tuesday, December 9, 2025
16.1 C
Bhubaneswar

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ କନିଷ୍ଠ ଖଣି ଅଧିକାରୀ

କଟକ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହେଲେ କେନ୍ଦୁଝରର ଜୁନିଅର ମାଇନିଂ ଅଫିସର ପଦ୍ମନାଭ ହୋତା । ଚଢାଉବେଳେ ପଦ୍ମନାଭଙ୍କ ୩ଟି ବହୁତଳ ପ୍ରାସାଦ,  ଗୋଟିଏ ୪ ମହଲା କୋଠା ସହ ଭୁବନେଶ୍ବରରେ ୫୮୦୦ ବର୍ଗଫୁଟର ବିଲ୍ଡିଂ ଠାବ କରିଛି ଭିଜିଲାନ୍ସ । ଏହା ସହ ୨ଟି ବେନାମୀ ପ୍ଲଟ୍, ୧୪ଟି ପ୍ଲଟ, ଏକ ୫ ଏକରର ଫାର୍ମ ହାଉସ୍, ୭୦ ଲଷ ଟଙ୍କାର ସମ୍ପତ୍ତି, ୫୩ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଲକ୍ଷ ଟଙ୍କା ନଗଦ ରାଶି ଏବଂ ୩୦୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories