ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ; ଆଉ ପଜିଟିଭ ୧୧୩
ଭୁବନେଶ୍ୱର : ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଦିନକରେ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୭,ସ୍ଥାନୀୟ ୪୬; ମୋଟ ପଜିଟିଭ ୩,୩୪,୭୮୦କୁ ପାଇଛି। ୩,୩୧,୫୩୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୨୮୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 27th January, 2021
New Positive Cases: 113
In quarantine: 67
Local contacts: 46(Details of local contacts will be shared by concerned District Administration)
District Wise Cases:
1. Angul: 10
2. Balasore: 4
3. Bargarh: 8
4. Bhadrak: 3
5. Balangir: 6— I & PR Department, Odisha (@IPR_Odisha) January 28, 2021
18. Sambalpur: 18
19. Sundargarh: 17
20. State Pool: 2New recoveries: 108
Cumulative tested: 7635887
Positive: 334780
Recovered: 331535
Active cases: 1286— I & PR Department, Odisha (@IPR_Odisha) January 28, 2021
୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୮। ଅନୁଗୁଳରୁ ୧୦, ବାଲେଶ୍ୱର ୪, ବରଗଡ ୮, ଭଦ୍ରକ ୩, ବଲାଙ୍ଗୀର ୬, କଟକ ୯, ଗଜପତି ୩, ଗଞ୍ଜାମ ୧, ଯାଜପୁର ୩, ଝାରସୁଗୁଡା ୩, କଳାହାଣ୍ଡି ୨, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୮, ମୟୁରଭଞ୍ଜ ୨, ନୂଆପଡା ୧୧, ପୁରୀ ୧, ରାୟଗଡା ୧, ସୁନ୍ଦରଗଡ ୧୭, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.