ଓଡିଶାରେ କରୋନା ; ଚିହ୍ନଟ ହେଲେ ୨୨୬ ନୂଆ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଗତ କିଛିଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୨୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୯,ସଙ୍ଗରୋଧରୁ ୧୩୨,ସ୍ଥାନୀୟ ୯୪।
Covid-19 Report For 1st September
New Positive Cases: 226
Of which 0-18 years: 19
In quarantine: 132
Local contacts: 94(Details of local contacts will be shared by concerned District)
1. Balasore: 1
2. Bargarh: 4
3. Bhadrak: 2
4. Balangir: 5
5. Boudh: 2
6. Cuttack: 14— I & PR Department, Odisha (@IPR_Odisha) September 2, 2022
20. Rayagada: 2
21. Sambalpur: 7
22. Sonepur: 2
23. Sundargarh: 19
24. State Pool: 23New recoveries: 228
Cumulative tested: 33206777
Positive: 1328070
Recovered: 1317042
Active cases: 1797— I & PR Department, Odisha (@IPR_Odisha) September 2, 2022
୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୧, ବରଗଡରୁ ୪, ଭଦ୍ରକ ୨, ବଲାଙ୍ଗୀର ୫, ବୌଦ୍ଧ ୨, କଟକ ୧୪, ଜଗତସିଂହପୁର ୫, ଯାଜପୁର ୫, ଝାରସୁଗୁଡା ୧, କଳାହାଣ୍ଡି ୭, କନ୍ଧମାଳ ୭, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୧୦୪, କୋରାପୁଟ ୪, ମୟୁରଭଞ୍ଜ ୨, ନବରଙ୍ଗପୁର ୧, ନୟାଗଡ ୩, ନୂଆପଡା ୪, ପୁରୀ ୭,ରାୟଗଡା ୨, ସମ୍ବଲପୁର ୭, ସୋନପୁର ୨, ସୁନ୍ଦରଗଡ ୧୯, ଷ୍ଟେଟ ପୁଲରୁ ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛି। ଆଉ ୨୨୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ମୋଟ ୧୩,୧୭,୦୪୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୮,୦୭୦କୁ ବୃଦ୍ଧି ପାଇଛି। ଆଉ ୧ ହଜାର ୭୯୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.