ଓଡିଶାରେ ତଳମୁହାଁ କରୋନା ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୦,ସଙ୍ଗରୋଧରୁ ୧୦୫,ସ୍ଥାନୀୟ ୭୪।
Covid-19 Report For 4th Sept
New Positive Cases: 179
Of which 0-18 years: 30
In quarantine: 105
Local contacts: 74(Details of local contacts will be shared by concerned District)
1. Angul: 1
2. Balasore: 4
3. Bargarh: 4
4. Bhadrak: 1
5. Balangir: 2
6. Boudh: 1— I & PR Department, Odisha (@IPR_Odisha) September 5, 2022
24. Puri: 6
25. Rayagada: 3
26. Sambalpur: 4
27. Sonepur: 5
28. Sundargarh: 27
29. State Pool: 8New recoveries: 195
Cumulative tested: 33245663
Positive: 1328644
Recovered: 1317687
Active cases: 1723— I & PR Department, Odisha (@IPR_Odisha) September 5, 2022
୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୪, ବରଗଡ ୪, ଭଦ୍ରକ ୧, ବଲାଙ୍ଗୀର ୨,ବୌଦ୍ଧ ୧, କଟକ ୮, ଦେଓଗଡ ୩, ଢେଙ୍କାନାଳ ୧, ଗଜପତି ୨, ଗଞ୍ଜାମ ୧, ଜଗତସିଂହପୁର ୪, ଯାଜପୁର ୬, ଝାରସୁଗୁଡା ୪, କଳାହାଣ୍ଡି ୧, କନ୍ଧମାଳ ୪, କେନ୍ଦୁଝର ୧, ଖୋର୍ଦ୍ଧା ୩୬, କୋରାପୁଟ ୧, ମୟୁରଭଞ୍ଜ ୬, ନବରଙ୍ଗପୁର ୧୮, ନୟାଗଡ ୧୪, ନୂଆପଡା ୩, ପୁରୀ ୬, ରାୟଗଡା ୩, ସମ୍ବଲପୁର ୪, ସୋନପୁର ୫, ସୁନ୍ଦରଗଡ ୨୭, ଷ୍ଟେଟ ପୁଲରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୮,୬୪୪କୁ ବୃଦ୍ଧି ପାଇଛି। ସେହିପରି ୧୩,୧୭,୬୮୭ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୭୨୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.