www.samajalive.in
Monday, December 15, 2025
24.1 C
Bhubaneswar

ସପ୍ତାହେ ବନ୍ଦ ରହିବ ତିରୁପତିଙ୍କ ଦର୍ଶନ

ହାଇଦରାବାଦ : ମରାମତି ଓ ବୈଦିକ ରୀତିନୀତି ପାଇଁ ତିରୁପତି ଭେଙ୍କଟେଶ୍ୱର ମନ୍ଦିର ଆସନ୍ତା ମାସରେ ସର୍ବସାଧାରଣଙ୍କ ପାଇଁ ୬ଦିନ ବନ୍ଦ ରହିବ। ପ୍ରତି ୧୨ବର୍ଷରେ ଅଷ୍ଟବନ୍ଧନ ମାଲଲ୍ୟ ମହାସମ୍ପ୍ରୋକ୍ଷନମ୍‍ ଅନୁଷ୍ଠିତ ହୋଇଥାଏ ଓ ଏହା ଚଳିତ ବର୍ଷ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପଡ଼ୁଛି। ସେଥିପାଇଁ ଅଗଷ୍ଟ ୯ରୁ ୧୬ ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ବନ୍ଦ ରହିବ ଓ ୧୭ତାରିଖ ସକାଳୁ ଆରମ୍ଭ ହେବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories