www.samajalive.in
Monday, December 15, 2025
24.1 C
Bhubaneswar

ନୀତି ଆୟୋଗର ସୁପାରିଶ, ଘରୋଇକରଣ ହେବ ୩ ସରକାରୀ ବ୍ୟାଙ୍କ

ନୂଆଦିଲ୍ଲୀ: ଆଗକୁ ଦେଶର ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ହୋଇପାରେ ଘରୋଇକରଣ। ଏ ନେଇ ନୀତି ଆୟୋଗ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଘରୋଇକରଣ ହେବାକୁ ଥିବା ଏହି ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହେଉଛି ପଞ୍ଜାଵ ଏଣ୍ଡ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ମହାରାଷ୍ଟ୍ର। ଏହି ତିନି ବ୍ୟାଙ୍କର ଘରୋଇକରଣ ସହ ନୀତି ଆୟୋଗ ଦେଶରେ ଗ୍ରାମୀଣ ବ୍ୟାଙ୍କଗୁଡିକର ମିଶ୍ରଣ ପାଇଁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି।
ତେବେ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାଵର ମୁଖ୍ୟ କାରଣ ହେଉଛି ଯେ, ଏସବୁ ବ୍ୟାଙ୍କ ପ୍ରଚୁର କ୍ଷତିରେ ଚାଲୁଛି। ସରକାରଙ୍କର ଏହି ସବୁ ବ୍ୟାଙ୍କରେ ଅଧିକ ଅଂଶଧନ ରହିଥିବା ଯୋଗୁଁ ବ୍ୟାଙ୍କଗୁଡିକ କ୍ଷତିରେ ଚାଲିବାର ପ୍ରଭାବ ସରକାରୀ ରାଜକୋଷ ଉପରେ ପଡୁଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories