ଏଲ୍‌ଜିର ନୂଆ ଫୋନ୍‌ ଏକ୍ସ-୨ ମାତ୍ର ୧୨ହଜାର ଟଙ୍କା , ଜାଣନ୍ତୁ ନୂଆ ଫିଚର

0

ନୂଆଦିଲ୍ଲୀ:  ବିଶ୍ୱ ପ୍ରସିଦ୍ଧ ଇଲୋକଟ୍ରୋନିକ୍‌ସ  କମ୍ପାନୀ ଏଲ୍‌ଜି ଏକ ନୂଆ ବଜେଟ୍‌ ସ୍ମାର୍ଟ ଫୋନ୍‌ ବଜାରକୁ ଛାଡିଛି । ଏହା ମାତ୍ର ୧୨,୧୭୦ ଟଙ୍କା । ଏହି ଫୋନ୍‌ରେ ଅନେକ  ନୂଆ ଫିଚର୍‌ ରହଛି । ଏଲ୍‌ଜି ଏକ୍ସ-୨ରେ କ୍ୟାମେରା ସେନସର୍‌ ରହିଛି । ଏହାର ସ୍କ୍ରିନ୍‌ରେ ଫିଙ୍ଗ ପ୍ରିଣ୍ଟ ସେନସର୍‌ ରହିଛି । ଏଥିପେ ଫସ୍‌ ଡିକ୍ଟେଟ୍‌ସନ୍‌ ରହିଛି । ଏଥିରେ ଅନ୍‌ ଲକ୍ କରିପାରିବ ।

୫ ଇଞ୍ଚ୍‌ର ଏଚ୍‌ଡି ଆଇପିଏସ୍‌ ଡିସ୍‌ପ୍ଲେ , ୧୨୮୦X୭୨୦ ପିକ୍ସେଲ୍‌ର ସ୍କ୍ରିନ୍‌ ରେଜୋଲ୍ୟୁସନ୍‌ , ୧.୩ ଜିଏଚ୍‌ଡି କ୍ୱାଡ୍‌ କୋର୍‌ ସ୍ନାପ ଡ୍ରାଗନ୍‌ ପ୍ରୋସେସର୍‌, ୨ ଜିବି ରାମ୍‌ ଓ  ୧୬ ଜିବି ଇଣ୍ଟରନାଲ୍ ମେମୋରି  ରହିଛି ।

କ୍ୟାମେରା ୮ ମେଗା ପିକ୍ସେଲ ଅଟୋ ସଟ୍‌ , ସେୟାର  ବଟନ୍‌ ରହିଥିବା ବେଳେ  ଏକ୍ସପାଣ୍ଡେବଲ୍‌ ମେମୋରୀ ସ୍ଲଟ ରହିଛି । ଏହା ଫୋର୍‌ ଜି ଭୋଲଟିଇ, ୨୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ , ଆଣ୍ଡ୍ରେଏଡ୍‌ ନୌଗାଟ୍‌ ଓଏସ୍‌ ରହିଛି ।

Leave A Reply