www.samajalive.in
Sunday, December 7, 2025
16.1 C
Bhubaneswar

ଏହି ସରଳ ଉପାୟ ଦାମ୍ପତ୍ୟ ଜୀବନରେ ଭରିଦିଏ ହସଖୁସିର ବାତାବରଣ

ପତୀପତ୍ନୀଙ୍କ ମଧ୍ୟରେ ଭଲପାଇବା ରହିବା ନିତ୍ୟାନ୍ତ ଆବଶ୍ୟକ। ପରସ୍ପର ମଧ୍ୟରେ ଭଲ ପାଇବା ନଥିଲେ ଜୀବନ ମୂଲ୍ୟହୀନ ଲାଗିଥାଏ। ବିଶ୍ୱାସରେ ସ୍ଥାପିତ ହୋଇଥିବା ସଂପର୍କରେ ସମସ୍ୟା ସୃଷ୍ଟି ହେଲେ ଏହାର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼ିଥାଏ। ଆସନ୍ତୁ ଜାଣିବା କିଛି ସହଜ ଉପାୟ ବିଷୟରେ ଯାହାକୁ ମାନିଲେ ପରସ୍ପର ମଧ୍ୟରେ ସର୍ବଦା ଭଲ ପାଇବା ରହିଥାଏ।
ଗୋଲାପୀ ରଙ୍ଗର ପରଦା ନିଜ ଶୟନ କକ୍ଷରେ ଲଗାନ୍ତୁ।
ଗୃହରେ ଯେତେବେଳେ ଖାଦ୍ୟ ପ୍ରସ୍ତୁତ ହେଉଛି ପ୍ରଥମ ରୁଟି ଗାଈ ପାଇଁ ଓ ଶେଷ ରୁଟି କୁକୁର ପାଇଁ ନିଶ୍ଚୟ ରଖନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ।

ପତ୍ନୀଙ୍କୁ ସର୍ବଦା ପତିଙ୍କର ବାମ ପଟେ ଶୋଇବା ଉଚିତ।

- Advertisement -

ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ରଖିବା ପାଇଁ ନିଜ ଶୋଇବା କକ୍ଷରେ ଶଙ୍ଖ କିମ୍ବା ଶାମୁକା ରଖନ୍ତୁ।

ଗେଣ୍ଡୁଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ।

ଶୋଇବା କକ୍ଷରେ ନିଜର ବିଛଣା ଝରକା ଠାରୁ ଦୂରରେ ରହିବା ଉଚିତ। ଏପରି କରିବା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇନଥାଏ।

ଗୁରୁବାର ଦିନ ସ୍ୱାମୀ-ସ୍ତ୍ରୀ ଏକତ୍ରିତ କଦଳୀ କିମ୍ବା ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ

ଶନିବାର ଦିନ ଆମ୍ବ କିମ୍ବା ଅଶୋକର ପତ୍ରର ତୋରଣ ଶୋଇବା କକ୍ଷରେ ଲଗାନ୍ତୁ। ଏପରି କରିବା ଦ୍ୱାରା ସଂପର୍କରେ ସର୍ବଦା ମଧୁରତା ରହିଥାଏ।

ଅଶ୍ୱତ୍ଥ କିମ୍ବା କଦଳୀ ଗଛକୁ ନିୟମିତ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସର୍ବଦା ସୁଖମୟ ହୋଇଥାଏ।

ନିଜ ଜୀବନସାଥିଙ୍କୁ କଷ୍ଟ ଦେବା ଭଳି କାର୍ୟ୍ୟ କରନ୍ତୁ ନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories