ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

0

ରାଇରଙ୍ଗପୁର: ରାଇରଙ୍ଗପୁର ତିରିଂ ଥାନା ଅନ୍ତର୍ଗତ ଡେବରାଡିହି ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଗାଁରେ କ ବୈଠକ ଚାଲିଥିବା ବେଳେ ସାମାନ୍ୟ କଥାକୁ ନେଇ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

Leave A Reply