ବର୍ଷା ପବନରେ ଭୁଶୁଡିଲା ରସୁଲଗଡ ଦୁର୍ଗାପୂଜା ତୋରଣ.. ୩୦ ଫୁଟ ଉଚ୍ଚର ଲାଇଟ୍ ତୋରଣ ସମ୍ପୂର୍ଣ୍ଣ ଭାଙ୍ଗିପଡିଲା..
ଆଜିର ଓପିଏସସି ଲିଖିତ ପରୀକ୍ଷା ବାତିଲ୍.. ପିଜିଟି ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପରୀକ୍ଷା ବାତିଲ୍.. ପ୍ରଥମ ଓ ଦ୍ବିତୀୟ ପରୀକ୍ଷା ବାତିଲ୍ ସୂଚନା.. ବାତିଲ୍ ନେଇ ସୂଚନା ଦେଲେ ଓପିଏସସି ସମ୍ପାଦକ..
ଦୁଷ୍କର୍ମ ଅଭିଯୁକ୍ତ କୋରିଓଗ୍ରାଫର ଜାନୀ ମାଷ୍ଟରଙ୍କୁ ବଡ଼ ଝଟ୍କା, ଜାତୀୟ ପୁରସ୍କାର ପ୍ରତ୍ୟାହୃତ..
ଓଏସଏସସି ପରିସଂଖ୍ୟାନ ସହାୟକ ପରୀକ୍ଷାରେ ତ୍ରୁଟି ଅଭିଯୋଗ.. ପୂର୍ବରୁ ପ୍ରଶ୍ନପତ୍ର ସିଲ୍ ଖୋଲାଯାଇଥିବା କହିଲେ ଛାତ୍ରଛାତ୍ରୀ..
ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ରାଗିଂ ଘଟଣା.. ୧୭ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ.. ୪ ଜଣଙ୍କୁ ସପ୍ତାହେ ଭିତରେ ହଷ୍ଟେଲ ଛାଡିବାକୁ ନିର୍ଦେଶ.. ୧୩ ଜଣ ଗଣିବେ ଜରିମାନା ସହ ଦେବେ ଅଣ୍ଡରଟେକିଂ.. ଶୃଙ୍ଖଳା କମିଟି ତଦନ୍ତ ପରେ ଏବେ ଆକ୍ସନ..
ଫ୍ରାନ୍ସକୁ ଇସ୍ରାଏଲର କଡ଼ା ବାର୍ତ୍ତା- ତୁମ ସମର୍ଥନ ବିନା ବି ଜିତିବୁ ବୋଲି କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାନିମ ନେତାନ୍ୟାହୁ.. ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ପରାମର୍ଶ ଦେଇଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ..
ମଣିଷଖିଆ ଗଧିଆକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ.. ଉତ୍ତରପ୍ରଦେଶର ବହରାଇଚରେ ଆତଙ୍କ ଖେଳାଇଥିଲେ ଗଧିଆ.. ଏବେସୁଦ୍ଧା ୬ ଗଧିଆଙ୍କୁ ମାରି ସାରିଲେଣି ଅଞ୍ଚଳବାସୀ..



