ଦ୍ବୈତ ନଗରୀକୁ ଅରେଞ୍ଜ ଆଲର୍ଟ ଆମ ଓଡ଼ିଶାନିଉଜ ଆଲର୍ଟ By Samaja Digital (DS) On Oct 6, 2024 Share ଭୁବନେଶ୍ବର : ଦ୍ବୈତ ନଗରୀ କଟକ ଓ ଭୁବନେଶ୍ବରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଘଡଘଡି ସହ ମଧ୍ୟମ ଧରଣର ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଆଗାମୀ ୨ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । Share FacebookTwitterWhatsApp
Comments are closed.