www.samajalive.in
Sunday, December 7, 2025
18.1 C
Bhubaneswar

କ୍ବାରେଣ୍ଟାଇନ ଶେଷ : ୪ ହଜାର ତବଲିଗୀ ଜମାତ ସଦସ୍ୟଙ୍କୁ ଛାଡିବାକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀର ନିଜାମୁଦ୍ଦିନ ତବଲିଗୀ ଜାମାତର ମର୍କଜରେ ଆୟୋଜିତ ଧାର୍ମିକ ସମାରୋହରେ ଯୋଗଦେବା ପରେ କ୍ବାରେଣ୍ଟାଇନରେ ଥିବା ତାବଲିଗୀ ଜମାତର ପ୍ରାୟ ୪୦୦୦ ସଦସ୍ୟଙ୍କୁ ଛାଡିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ କହିଛି ଯେ ମର୍କଜ ମାମଲାରେ ପଞ୍ଜୀକୃତ ହୋଇଥିବା ତଥା ତଦନ୍ତ ପାଇଁ ଆବଶ୍ୟକ ଥିବା ତବଲିଗୀ ଜାମାତର ସମସ୍ତ ସଦସ୍ୟଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ପଠାଯିବ। ଏଥିସହ, ମର୍କଜ ମାମଲାର ତଦନ୍ତ ପାଇଁ ଆବଶ୍ୟକ ନଥିବା ତବଲିଗୀ ଜାମାତର ସଦସ୍ୟମାନଙ୍କୁ ନିଜ ଦେଶକୁ ପଠାଯିବ ।

- Advertisement -

ଅନ୍ୟପକ୍ଷରେ ମୌଲାନା ସାଦଙ୍କ ପୁଅକୁ ପଚରାଉଚୁରା କରାଯାଇଛି। ପ୍ରାୟ ୨୦ ଜଣ ନିଖୋଜ ସଂପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories