BJD Bijuli 480×75 Mob

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ନିର୍ବାଚନ କମିଶନ

BJD Bijuli 480×75 Mob

ଡେସ୍କ: ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନ। ସ୍ପେଶାଲ, ଜେନେରାଲ, ପୋଲିସ ଓ ବ୍ୟୟ ପର୍ଯ୍ୟବେକ୍ଷକଙ୍କ ସମେତ ପର୍ଯ୍ୟାୟ ତଦାରଖ ପାଇଁ ନିୟୋଜିତ ୨୬୫ ଜଣ ପର୍ଯ୍ୟବେକ୍ଷକଙ୍କ ସହ କମିଶନ ଆଲୋଚନା କରିଥିବା ଜଣାପଡିଛି।

ଯୌନ ନିର୍ଯାତନା ବିବାଦ – ଦେବେଗୌଡ଼ାଙ୍କ ନାତି ପ୍ରଜ୍ୱଲ ରେବନ୍ନାଙ୍କୁ ନିଲମ୍ବନ କଲା ଜେଡିଏସ୍

Comments are closed.