ଉଠିଲା ୩ୟ ଭୂଇଁକାଠ

0

ପୁରୀ  : ନିର୍ମାଣାଧୀନ ରଥରେ ସୋମବାର ଉଠିଛି ୩ୟ ଭୂଇଁ କାଠ। ମଙ୍ଗଳବାର ଧମକ କଣ୍ଟା ପକାଯାଇ ତାହାକୁ ଟୁଙ୍ଗୁରା ଯିବ। ଏହାପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ଭୂଇଁ ଉଠିଥିଲା। ଭୂଇଁକଣ୍ଟା ପକାଯିବା ପରେ ତୃତୀୟ ଭୂଇଁର ଚାରିକାଠ ଉଠିଛି। ଶ୍ରୀନଅର ସମ୍ମୁଖ ରଥଖଳାରେ ୧୨ଗୋଟି ଅଁଳା ନିର୍ମାଣ କରାଯାଉଛି।

Leave A Reply