www.samajalive.in
Monday, December 15, 2025
24.1 C
Bhubaneswar

ରାମ୍ପରେ ଏକାଠି ଚାଲିଲେ ମାଆ ଶର୍ମିଳା ଓ ଝିଅ ସୋହା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍ ନିଜ ମାଆ ତଥା ବିଗତ ଦିନର ଲୋକପ୍ରିୟ ନାୟିକା ଶର୍ମିଳା ଟାଗୋରଙ୍କ ସହ ଏକ ସଙ୍ଗେ ରାମ୍ପରେ ଚାଲୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଲୋଟସ୍ ଫ୍ୟାଶନ୍ ଉଇକ୍-୨ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

- Advertisement -

ସୋହା ମଧ୍ୟ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏହାର କିଛି ଫଟୋ ଶେୟାର କରିଛନ୍ତି। ଏହା ସହ ଲେଖିଛନ୍ତି, ବହୁତ ଦିନ ପରେ ମାଆଙ୍କ ସହ ରାମ୍ପରେ ଚାଲିବା ଏକ ଖୁସିର ବିଷୟ ଥିଲା। ଏହି ରାମ୍ପ ଶୋ ଆସାମର ଡିଜାଇନର ସଂଯୁକ୍ତା ଦତ୍ତାଙ୍କ ହସ୍ତତନ୍ତ ସପକ୍ଷରେ ଥିଲା। ତାଙ୍କ କଲେକ୍ସନ ଆକାଶ ପରିବେଶ ଏବଂ ହସ୍ତତନ୍ତ ଶିଳ୍ପ କ୍ଷେତ୍ରକୁ ଏକ ଶ୍ରଦ୍ଧାଞ୍ଜଳି ଥିଲା। ଏହା ବହୁତ ସୁନ୍ଦର ଅନୁଭୂତି ଥିଲା ବୋଲି ସୋହା କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories