ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ; ୩ ଗିରଫ
ନବରଙ୍ଗପୁର : ଚାକିରି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଶନିବାର ଉମରକୋଟ୍ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ସହିଦ ନଗର ଅଞ୍ଚଳରୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଅନୀଲ ବାନାର୍ଜୀ, ସୁଯୋଗ୍ୟ ଗୁରୁ ଓ ସାଗର ଜେନା ।
ସୂଚନା ଅନୁଯାୟୀ, ଏହି ୩ଜଣ ଅଭିଯୁକ୍ତ କୋରାପୁଟ , ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଅଞ୍ଚଳରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।
Comments are closed.