www.samajalive.in
Monday, December 15, 2025
24.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଏସୀୟ କ୍ରୀଡ଼ାରେ ପଦକ ବିଜୟୀ ଖେଳାଳିଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ସାରା ଦେଶବାସୀଙ୍କ ପକ୍ଷରୁ ଜଣାଇଲେ ଅଭିନନ୍ଦନ..

ହମାସ ସହ ଯୁଦ୍ଧ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ.. ମୋଦୀ କହିଲେ, ଇସ୍ରାଏଲ ସହ ଦୃଢଭାବେ ଠିଆହୋଇଛି ଭାରତ..

- Advertisement -

ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯ୍ୟକ୍ରମର ଶୁଭାରମ୍ଭ.. ରାଜ୍ୟବ୍ୟାପୀ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା.. ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ୨୮ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ପାଇଁ ଭୁବନେଶ୍ବର ଏମ୍ସରେ ଡିସପୋଜ୍ ପ୍ରକ୍ରିୟା ଆରମ୍ଭ..

ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କ ଇଡି ରିମାଣ୍ଡ ଅବଧି ଅକ୍ଟୋବର ୧୩ ଯାଏ ବୃଦ୍ଧି.. ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ସିଂହଙ୍କ ରିମାଣ୍ଡ ଅବଧି ବୃଦ୍ଧି କଲେ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ..

ଭଦ୍ରକ ବାସୁଦେବପୁରରେ ପ୍ରେମ ବିବାହ କରିଥିବା ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ.. ସ୍ତ୍ରୀକୁ ହତ୍ୟା କରି ବାସୁଦେବପୁର ଥାନାରେ ଅଭିଯୁକ୍ତି ସ୍ବାମୀ କଲା ଆତ୍ମସମର୍ପଣ.. ପରକୀୟା ପ୍ରୀତି ପାଇଁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ..

ଭୁବନେଶ୍ୱର ଧଉଳି ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ..

ପୂର୍ବତନ ଡିଜିପି ଶରତ ମିଶ୍ରଙ୍କ ପରଲୋକ.. ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ.. ସେ ଦୀର୍ଘଦିନ ଧରି ର’ ବା ରିସର୍ଚ୍ଚ ଏବଂ ଆନାଲିସିସ୍‌ ଓ୍ୱିଙ୍ଗ୍‌ ପାଇଁ କାମ କରିଥିଲେ.. ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ବେଶ୍ ଯୋଗଦାନ ଥିଲା..

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories