www.samajalive.in
Tuesday, December 9, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨୦୨୫ରେ ଭାରତରେ ହେବ ଖୋ ଖୋ ବିଶ୍ୱକପ୍..

ଗାନ୍ଧୀ ଜୟନ୍ତୀ ଅବସରରେ ଜନ ସୂରାଜ ପାର୍ଟିର ଶୁଭାରମ୍ଭ କଲେ ପ୍ରଶାନ୍ତ କିଶୋର.. ଆଗାମୀ ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ଲଢ଼ିବ ଦଳ..

- Advertisement -

ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପହାରର ଇ-ନିଲାମ..

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲରେ ପ୍ରବେଶ ମନା.. ଏ ସମ୍ପର୍କରେ ଘୋଷଣା କଲେ ବିଦେଶ ମନ୍ତ୍ରୀ ଇସ୍ରାଏଲ କାଜ..

୫୬୦୦ କୋଟି ଟଙ୍କାର କୋକେନ ଜବତ କଲା ଦିଲ୍ଲୀ ପୁଲିସ, ୪ ଗିରଫ.. ମୁମ୍ବାଇ ଓ ଦିଲ୍ଲୀ ଚାଲାଣ ପାଇଁ ଆସିଥିଲା ଏହି କୋକେନ.. ଅନ୍ତର୍ଜାତୀୟ ନିଶା ମାଫିଆଙ୍କ ସମ୍ପୃକ୍ତି ସୂଚନା..

ନିର୍ବାଚନ ପୂର୍ବରୁ ଜେଲରୁ ବାହାରିଲେ ରାମ ରହିମ.. ୨୦ଦିନ ପାଇଁ ପାରୋଲ ମିଳିବା ପରେ ଆଜି ସୁନାରିଆ ଜେଲରୁ ବାହାରି ୟୁପିର ବାଗପତସ୍ଥିତ ବର୍ଣ୍ଣାୱା ଆଶ୍ରମକୁ ଯାଇଛନ୍ତି..

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ.. ୪ ତାରିଖରେ ଲଘୁଚାପ.. ବାତ୍ୟା ଆକଳନ ହୋଇନି କହିଲେ ଆଇଏମଡି ଡିଜି..

ଆଇପିିଏସ ସ୍ତରରେ ଅଦଳବଦଳ.. ବିନୋଦ ପାଟିଲ୍‌‌ ହେଲେ ମାଲକାନଗିରି ଏସପି.. ରାହୁଲ ଗୋଏଲ ହେଲେ କଟକ ରେଲୱେ ଏସପି.. ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଗୃହ ବିଭାଗର ନିର୍ଦ୍ଦେଶ…

ବିଜେଡିର ଜନସମ୍ପର୍କ ପଦଯାତ୍ରା.. ବିଜେପି ସରକାରକୁ ନିଶାନା କଲେ ନବୀନ ପଟ୍ଟନାୟକ, କହିଲେ ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି, ସେମାନେ ବିଏସକେଓ୍ବାଇ ନାଁ ବଦଳାଇଛନ୍ତି, ଲୋକ ସବୁ ଜାଣନ୍ତି, ଆପଣ ନାଁ ଆଉ ରଙ୍ଗ ବଦଳାଇ ପାରନ୍ତି କିନ୍ତୁ ଇତିହାସ ବଦଳାଇ ପାରିବେନି..

ଭଦ୍ରକ ଓ ଧାମନଗରରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା.. ଏବେ ବି ଜାରି ରହିଛି ୧୬୩ ଧାରା..

ମହାରାଷ୍ଟ୍ର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ.. ଦୁଇ ପାଇଲଟ ସମେତ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ସୂଚନା.. ଘନ କୁହୁଡି ଯୋଗୁଁଁ ଦୁର୍ଘଟଣା ଘଟିଥିବା ଆଶଙ୍କା..

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories